ରାଉରକେଲା: ବନ୍ଦ କାରଖାନା ଭିତରୁ ନରକଙ୍କାଳ ଉଦ୍ଧାର

zisanmohammad
0

ରାଉରକେଲା: ବୁଧବାର ପୂର୍ବାହ୍ନରେ ଶିଳ୍ପାଞ୍ଚଳ ପ୍ଲଟ୍‌ ନମ୍ବର ସି ୧୦ ସ୍ଥିତ ବନ୍ଦ ହୋଇ ପଡ଼ିଥିବା ଏମ୍‌ଏସ୍‌ ପାଇପ୍‌ କାରଖାନା ମଧ୍ୟରୁ ନରକଙ୍କାଳ ଉଦ୍ଧାର କରାଯାଇଛି।
ରାଉରକେଲା ରଘୁନାଥପାଲି ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ମିଳିତ ହୋଇ ତଦନ୍ତ ଆରମ୍ଭ କରିଛନ୍ତି।



from ଜିଲ୍ଲା – Sambad http://bit.ly/2PFdT6n

Post a Comment

0Comments
Post a Comment (0)