ଋଷି କପୁରଙ୍କୁ ହସ୍ପିଟାଲ୍‌ରେ ଭେଟିଲେ ମୁକେଶ ଅମ୍ବାନି

zisanmohammad
0

ନ୍ୟୁୟର୍କ: ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନିତା କର୍କଟରୋଗରେ ଆକ୍ରାନ୍ତ ବଲିଉଡ୍‌ ଅଭିନେତା ଋଷି କପୁରଙ୍କୁ ହସ୍ପିଟାଲ୍‌ରେ ଭେଟିଛନ୍ତି। ଋଷି ଗତ ଆଠ ମାସ ଧରି ନ୍ୟୁୟର୍କସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆରମ୍ଭରୁ ଋଷିଙ୍କ ପତ୍ନୀ ନିତୁ ତାଙ୍କ ସହ ରହି ଦେଖାଶୁଣା କରୁଛନ୍ତି। ଅମ୍ବାନୀ ଦମ୍ପତି ତାଙ୍କୁ ଭେଟିବା ପରେ ଋଷି ଟ୍ୱିଟର୍‌ରେ କିଛି ଫଟୋ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି।



from ଦେଶ- ବିଦେଶ – Sambad http://bit.ly/2JSwF9b

Post a Comment

0Comments
Post a Comment (0)