ଆଶାରାମଙ୍କ ପୁଅକୁ ଆଜୀବନ ଜେଲ୍‌ଦଣ୍ଡ

zisanmohammad
0

ସୁରଟ: ଆଶ୍ରମ ମଧ୍ୟରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇକୁ ସୁରଟ କୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି। ମହିଳା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ ଏବଂ ଅପ୍ରାକୃତିକ ଯୌନ ସମ୍ପର୍କ ଅଭିଯୋଗରେ କୋର୍ଟ ଗତ ଶୁକ୍ରବାର ସାଇକୁ ଦୋଷୀ ସାବ୍ୟସ୍ତ କରିଥିଲେ। ସାଇଙ୍କ ବ୍ୟତୀତ ତାଙ୍କର ଅନ୍ୟ ୩ ଜଣ ସହଯୋଗୀକୁ ୧୦ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସାଇଙ୍କ ବିରୋଧରେ ୨୦୧୩ରେ ମାମଲା ରୁଜୁ ହୋଇଥିଲା। ଉକ୍ତ ମହିଳାଙ୍କ ବଡ଼ ଭଉଣୀ ସେହି ଦିନ ହିଁ ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ।



from ଦେଶ- ବିଦେଶ – Sambad http://bit.ly/2GKmXTg

Post a Comment

0Comments
Post a Comment (0)