ଏପ୍‌ସନ୍‌ର ନୂଆ ପ୍ରିଣ୍ଟର୍‌

zisanmohammad
0

ଭୁବନେଶ୍ୱର: ଏପ୍‌ସନ୍‌ ପକ୍ଷରୁ ତିନିଟି ନୂଆ ମୋନୋକ୍ରୋମ୍ ଇକୋ ଟ୍ୟାଙ୍କ୍ ପ୍ରିଣ୍ଟର୍‌ ଉନ୍ମୋଚନ କରାଯାଇଛି। ଏହା ସହିତ କଂପାନିର ଇଙ୍କଟ୍ୟାକ୍ ପ୍ରିଣ୍ଟର୍‌ ମଡେଲ୍ ସଂଖ୍ୟା ୨୬ରେ ପହଞ୍ଚିଛି। ନୂଆ ମଡେଲ୍ ଏମ୍୧୧୦୦, ଏମ୍୧୧୨୦ ଏବଂ ଏମ୍୨୧୪୦କୁ ଅଫିସ୍ ପ୍ରିଣ୍ଟିଂ ବଜାରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ଅନେକ ପ୍ରକାର ବୈଶିଷ୍ଟ୍ୟ ଯାହା ମୋନୋ ଲେଜର୍ ପ୍ରିଣ୍ଟର୍‌ ବ୍ୟବହାରକାରୀଙ୍କୁ ଏପ୍ସନ୍‌ର ଇକୋ ଟ୍ୟାଙ୍କ୍ ପ୍ରିଣ୍ଟର୍‌ ବ୍ୟବହାର କରିବାକୁ ଅନୁପ୍ରାଣିତ କରିବ। ଏହି ପ୍ରିଣ୍ଟର୍‌ରରେ କମ୍ ମୂଲ୍ୟରେ ପ୍ରିଣ୍ଟିଂ କାମ ହୋଇପାରିବ। ଆକାରରେ ଛୋଟ ହୋଇଥିବାରୁ ଏହାକୁ ଯେକୌଣସି ସ୍ଥାନରେ ରଖାଯାଇପାରିବ।



from ବାଣିଜ୍ୟ – Sambad https://ift.tt/2GUPdV1

Post a Comment

0Comments
Post a Comment (0)