ହର୍ବାଲ୍ ଉତ୍ପାଦରେ ହିମାଳୟାର ଗୁରୁତ୍ବ

zisanmohammad
0

ଭୁବନେଶ୍ୱର: ହିମାଳୟା ଡ୍ରଗ୍ କଂପାନି ତରଫରୁ ହର୍ବାଲ୍‌ ଉତ୍ପାଦ ବିକ୍ରି ଉପରେ ଅଧିକ ଗୁରୁତ୍ବାରୋପ କରାଯାଉଛି। ତ୍ବଚା ଯତ୍ନ ପାଇଁ ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ କଂପାନି ବିଭିନ୍ନ ପ୍ରକାର ଚେରମୂଳିକୁ ବ୍ୟବହାର କରି ପ୍ରସ୍ତୁତ କରୁଛି। ଏହା ବ୍ୟତୀତ ସେଥିରେ ଆଲୋଭିରା, ଉଇଣ୍ଟର୍‌ ଚେରି, ରାଶି, ବାଦାମ ଏବଂ ନଡ଼ିଆ ଆଦିକୁ ବ୍ୟବହାର କରାଯାଉଛି। ତାହା ଚର୍ମକୁ କୋମଳତା ପ୍ରଦାନ କରୁଥିବା ବେଳେ ମଏଶ୍ଚରାଇଜର୍‌ ସ୍ତର ବଜାୟ ରଖୁଥିବା କୁହାଯାଉଛି।



from ବାଣିଜ୍ୟ – Sambad https://ift.tt/2txMAk2

Post a Comment

0Comments
Post a Comment (0)