ଇମ୍ଫାର ସୌର ଶକ୍ତି କ୍ଷମତା ବଢ଼ିଲା

zisanmohammad
0

ଭୁବନେଶ୍ବର,: ଇମ୍ଫାର ରାୟଗଡ଼ା ଜିଲ୍ଲାର ଥେରୁବାଲିସ୍ଥିତ କାରଖାନା ପରିସରରେ ଆଜି ଅତିରିକ୍ତ ୧.୫ ମେଗାୱାଟର ସୌର ଶକ୍ତି ଉତ୍ପାଦନ ଆରମ୍ଭ ହୋଇଛି। ଫଳରେ ଏଠାରେ ମୋଟ ସୌରଶକ୍ତି ଉତ୍ପାଦନ ୪.୫ ମେଗାୱାଟକୁ ବୃଦ୍ଧି ପାଇଛି। କମ୍ପାନିର ଉପସଭାପତି ଅଶୋକ କୁମାର ବେହେରା ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଓପିଟିସିଏଲ, ୱେ‌ସକୋ ଏବଂ ସିଇଆଇର ବରିଷ୍ଠ ଅଧିକାରୀମାନେ ଉପିସ୍ଥିତ ଥିଲେ। କମ୍ପାନିର ସୌର ଶକ୍ତି ଉତ୍ପାଦନ ବୃଦ୍ଧି ଫଳରେ ବର୍ଷକୁ ୪୫୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ।



from ବାଣିଜ୍ୟ – Sambad http://bit.ly/2T7dRo8

Post a Comment

0Comments
Post a Comment (0)