ବିଶ୍ୱକପ୍‌ ପୂର୍ବରୁ କେଦାର ଯାଦବ ହେଲେ ଫିଟ୍‌, ପ୍ରଶଂସକଙ୍କୁ ମିଳିଲା ଆଶ୍ୱସ୍ତି

zisanmohammad
0

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ ବିଶ୍ୱକପ୍‌ ୧୧ ଦିନ ପରେ ଆରମ୍ଭ ହୋଇଯିବ। ଏହି କ୍ରିକେଟ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍‌ ପାଇଁ ଏକ ଭଲ ଖବର ଆସିଛି। ଚଳିତ ମାସର ପ୍ରଥମ ସପ୍ତାହରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌)ର ଶେଷ ଲିଗ୍‌ ମ୍ୟାଚରେ ଆଘାତ ପାଇଥିବା ଟିମ୍‌ର ଅଲରାଉଣ୍ଡର କେଦାର ଯାଦବ ଠିକ ହୋଇଯାଇଛନ୍ତି। ଆଘାତ ପାଇବା ପରେ ସେ ବିଶ୍ୱକପରୁ ବାହାର ହୋଇଯାଇ ପାରନ୍ତି ବୋଲି ଅନୁମାନ କରାଯାଉଥିଲା। କେଦାର ଯାଦବ ଫିଟ ହେବା ପରେ ପ୍ରଶଂସକଙ୍କ ମନରେ ଉତ୍ସାହ ଦେଖାଯାଇଛନ୍ତି।



from ଖେଳ – Sambad http://bit.ly/2LVpyQd

Post a Comment

0Comments
Post a Comment (0)