ବିଓଆଇଓଏ ଓଡ଼ିଶା ୟୁନିଟ୍‌ର ନୂଆ କର୍ମକର୍ତା ନିର୍ବାଚନ

zisanmohammad
0

ଭୁବନେଶ୍ବର: ବିଓଆଇଓଏ, ଓଡ଼ିଶା ୟୁନିଟର ୨୦୧୯-୨୨ ଅବଧି ପାଇଁ ନିର୍ବାଚନ ଅନୁ‌ଷ୍ଠିତ ହୋଇଯାଇଛି। ଏଥିରେ ୧୦ ଜଣ ଅଧିକାରୀ ଏବଂ ୧୭ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସ୍ମୃତି ରଂଜନ ସାହୁ ସଭାପତି, କମଲଜିତ୍ ମହାପାତ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ପ୍ରଭାତ ରଂଜନ ପ୍ରଧାନ, ଭବାନୀ ଶଙ୍କର ସାମଲ ଉପସଭାପତି ଭାବେ, ବଳରାମ ନାୟକ ଉପ ସାଧାରଣ ସଂପାଦକ, ବନ୍ଦନା ଅନୁରାଧା ଏବଂ ନିଶାକର ନାୟକ ସହାୟକ ସାଧାରଣ ସଂପାଦକ, ମନୋଜ କୁମାର ରାଉତ କୋଷାଧ୍ୟକ୍ଷ, ସୌରଭ ରଂଜନ ନାୟକ ଏବଂ ସୁଜିତ୍ ପ୍ରଧାନ ସହାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।



from ଖେଳ – Sambad http://bit.ly/2DIkOqo

Post a Comment

0Comments
Post a Comment (0)