ଏଲନ୍‌ ଛାତ୍ରଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

zisanmohammad
0

ଭୁବନେଶ୍ବର: ଏଲନ୍‌ କ୍ୟାରିଅର ଇନଷ୍ଟିଚ୍ୟୁଟ୍‌ର ଛାତ୍ର ଆୟୁଷ୍ମାନ ତ୍ରିପାଠୀ ଏବଂ ମେଘା ବୋଷଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି। ଆୟୁଷ୍ମାନ ହେଉଛନ୍ତି ଓଡ଼ିଶାର ଛାତ୍ର। ଦୁଇ ବିଦ୍ୟାର୍ଥୀଙ୍କୁ ଏଲନ୍‌ର ନିର୍ଦେଶକ ବ୍ରିଜେଶ ମାହେଶ୍ବରୀ ଅଭିନନ୍ଦନ ଜଣାଇଛନ୍ତି।



from ଖେଳ – Sambad https://ift.tt/2U5iSP8

Post a Comment

0Comments
Post a Comment (0)