ଏୟାରପୋର୍ଟ ପରିଦର୍ଶନ ବନ୍ଦ ହେଲା

zisanmohammad
0

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନକୁ ଆସନ୍ତା ୨୧ ତାରିଖ ଠାରୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବିମାନ ବନ୍ଦରକୁ ପ୍ରବେଶ କରିବା ପାଇଁ ଥିବା ଟିକେଟ କାଉଣ୍ଟରକୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନିକ କାରଣ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଏୟାରପୋର୍ଟ ଡାଇରେକ୍ଟର ଏସ୍‌.କେ. ଚୌହାନ ଜଣାଇଛନ୍ତି।



from ଜିଲ୍ଲା – Sambad https://ift.tt/2GCFP8X

Post a Comment

0Comments
Post a Comment (0)