ବିଷ ପିଇ ଯୁବକଙ୍କ ମୃତ୍ୟୁ

zisanmohammad
0

ସମ୍ବଲପୁର: ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଜୋନାଭୋନା ଗ୍ରାମର ବୃନ୍ଦାବନ ବଘାର(୩୦) ମଙ୍ଗଳବାର ସନ୍ଧ୍ୟା ୫ଟାରେ ପାରିବାରିକ ସମସ୍ୟାକୁ ନେଇ ପତ୍ନୀଙ୍କ ସହ ଝଗଡ଼ା ହୋଇ ବିଷ ପିଇ ଦେଇଥିଲେ। ପରିବାର ଲୋ‌େକ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୁର୍ଲା ପୁଲିସ୍‌ ଏ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।



from ଜିଲ୍ଲା – Sambad https://ift.tt/2NglxTv

Post a Comment

0Comments
Post a Comment (0)