ସିଏଟ୍‌ର ନୂଆ ଟାୟାର

zisanmohammad
0

ଭୁବନେଶ୍ବର: ଟିପର୍ ଟ୍ରକ୍ ବର୍ଗ ପାଇଁ ପ୍ରସ୍ତୁତ କରାଯାଇଥିବା ସ୍ବତନ୍ତ୍ର ଧରଣର ଟାୟାର ମାଇନ୍‌ମ୍ୟାକ୍ସକୁ ସିଏଟ୍ ସ୍ପେସିଆଲିଟି ଟାୟାର ଲିମିଟେଡ୍ ପକ୍ଷରୁ ଉନ୍ମୋଚନ କରାଯାଇଛି। ଏଡି ଟାୟାରରେ ରହିଛି ଫୋର୍ ବ୍ରେକର୍ ପ୍ଲାଏ ପ୍ରଯୁକ୍ତି ଯାହା ଟାୟାରର ସ୍ଥାୟିତ୍ୱ ବଢ଼ାଇବା ସହିତ ଏହାକୁ ପଙ୍କଚର୍ ପ୍ରତିରୋଧୀ କରିପାରିଛି। ଏହା ୧୧.୦୦-୨୦, ୧୨.୦୦-୨୦, ୧୨.୦୦-୨୪ ଭଳି ତିନିଟି ଆକାରରେ ଉପଲବ୍ଧ ହେଉଛି। ମାଇନ୍‌ମ୍ୟାକ୍ସର ସ୍ବତନ୍ତ୍ର ଟ୍ରେଡ୍ ଗଠନ ଶୈଳୀ ସୁପରିୟର ଟ୍ରାକ୍ସନ ଓ ଗ୍ରିପ୍ ପ୍ରଦାନ କରୁଛି ଓ ଏହାର ଉନ୍ନତ କମ୍ପାଉଣ୍ଡ୍ ଗ୍ରିପ୍ ମାଇଲେଜ ଓ ସ୍ଥାୟିତ୍ୱ ବଢ଼ାଇବାରେ ମଧ୍ୟ ସହାୟକ ହେଉଛି ବୋଲି କଂପାନି ପକ୍ଷରୁ କୁହାଯାଇଛି।



from ବାଣିଜ୍ୟ – Sambad http://bit.ly/2AdsFe1

Post a Comment

0Comments
Post a Comment (0)