୬୯ ତଳକୁ ଖସିଲା ତେଲ

zisanmohammad
0

ଭୁବନେଶ୍ବର: ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦର ଗତ କିଛିଦିନ ହେଲା କମିବାରେ ଲାଗିଛି। ଦୀର୍ଘଦିନର ବ୍ୟବଧାନ ପରେ ଡିଜେଲ ଦର ଗତ ୨୨ ତାରିଖରେ ୬୯ ଟଙ୍କା ତଳକୁ ଖସିଥିବାବେଳେ ୨୪ ତାରିଖରେ ପେଟ୍ରୋଲ ଦର ୬୯ ଟଙ୍କା ତଳକୁ ଖସିଆସିଛି। ଫଳରେ ଭୁବନେଶ୍ବରରେ ‌ପେଟ୍ରୋଲ ଦର ଏବ‌େ ୬୮ ଟଙ୍କା ୮୫ ଏବଂ ଡିଜେଲ ଦର ୬୮ ଟଙ୍କା ୪୦ ପଇସା ରହିଛି।



from ବାଣିଜ୍ୟ – Sambad http://bit.ly/2SjjXC3

Post a Comment

0Comments
Post a Comment (0)