
ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ସୋନଭଦ୍ରା ଯାଉଥିବା ବେଳେ ତାଙ୍କ ସଚିବ ଜଣେ ସାମ୍ବାଦିକଙ୍କୁ ମନ୍ଦ ଆଚରଣ ଦେଖାଇଥିବା ଅଭିଯୋଗ ହୋଇଛି। ଏହି ଗଣମାଧ୍ୟମ ବ୍ୟକ୍ତି ଜଣକ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି
ABP reporter posts video of scuffle after getting threatened by @priyankagandhi’s supporters when he sought answers on Article 370 remark from her. | INDIA UPFRONT with Rahul Shivshankar | #PriyankaTakesPakLine pic.twitter.com/yHGU72r9BD
— TIMES NOW (@TimesNow) August 13, 2019
ପୀଡ଼ିତ ମୃତ୍ୟୁଞ୍ଜୟ କୁମାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଟ୍ଵିଟର୍ ଆକାଉଣ୍ଟ୍ରେ ଏ ଘଟଣାକୁ ନେଇ ଏକ ଭିିଡିଡ ମଧ୍ୟ ଟ୍ଵିଟ୍ କରିଛନ୍ତି।
@priyankagandhi जी! आप सोनभद्र के गरीबों का आंसू पोंछने का नाटक बंद कीजिये, प्लीज!
मीडिया की स्वतंत्रता की दुहाई देने वाले कहाँ हैं जब प्रियंका वाड्रा के सचिव एक पत्रकार के साथ बदसलूकी कर रहे हैं और वह कुछ नहीं बोल रहीं।
पर #उप्र सरकार पत्रकारों की सुरक्षा के लिए प्रतिबद्ध है। pic.twitter.com/fARouwIDsw— Mrityunjay Kumar (@MrityunjayUP) August 13, 2019
ଜାଣିବାକୁ ମିଳିଛି ଯେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ସାମ୍ବାଦିକ ଜଣକ ପ୍ରିୟଙ୍କାଙ୍କୁ ପ୍ରଶ୍ନ ପଚାରିବା ସମୟରେ ଏପରି ଘଟିଛି।
from ଦେଶ- ବିଦେଶ – Sambad https://ift.tt/2z2Maol