ଘର ଓଳାଉଥିବା ମହିଳାଙ୍କୁ ଉଠାଇ ନେଇ ମାରିଦେଲା ହାତୀ

zisanmohammad
0

ଅନଗୁଳ: ଗୁରୁବାର ବଡ଼ି ସକାଳୁ ହଣ୍ଡପା ଥାନା ଅଧୀନ ପ୍ରତାପପୁର ଗାଁ’ରେ ଜଣେ ମହିଳାଙ୍କୁ ଗୋଟାଏ ହାତୀ ମାରି ପକାଇଛି।

ମୃତା ମହିଳାଙ୍କ ନାମ ମଞ୍ଜୁଲତା ସାହୁ। ସକାଳୁ ମଞ୍ଜୁଲତା ଘର ଓଳାଉଥିବା ସମୟରେ ଗୋଟାଏ ବଣୁଆ ହାତୀ ତାଙ୍କୁ ଉଠାଇ ନେଇ କଚାଡ଼ି ମାରି ପକାଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରିଛନ୍ତି।

କ୍ଷତିପୂରଣ ଦାବି କରି ସେମାନେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।



from ଜିଲ୍ଲା – Sambad https://ift.tt/31dv3fT

Post a Comment

0Comments
Post a Comment (0)