ସେନ୍ଜେନ୍,: ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କରିବା ପାଇଁ ପଡ଼ୋଶୀ ରାଷ୍ଟ୍ର ଚୀନ୍ ପକ୍ଷରୁ ବିଶ୍ବର ସବୁଠୁ ବଡ଼ ‘ୱେଷ୍ଟ ଟୁ ଏନର୍ଜି’ ପ୍ଲାଣ୍ଟ୍କୁ ସେନ୍ଜେନ୍ ସହରର ପୂର୍ବ ଭାଗରେ ୧,୧୨,୬୪୫ ବର୍ଗ ମିଟର ଜମିରେ ନିର୍ମାଣ କରାଯାଉଛି। ଏହି ପ୍ଲାଣ୍ଟ୍ରେ ଦୈନିକ ୫୦୦୦ ଟନ୍ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରି ବର୍ଷକୁ ୫୫୦ ନିୟୁତ କିଲୋ ୱାଟ୍ ଶକ୍ତି ଉତ୍ପାଦନ କରାଯାଇପାରିବ।
from ବାଣିଜ୍ୟ – Sambad https://ift.tt/30YJEM7