ଅଟୋମୋବାଇଲ୍ ଶିଳ୍ପରେ ୧୦ ଲକ୍ଷ ଚାକିରି ପ୍ରତି ବିପଦ

zisanmohammad
0

ନୂଆଦିଲ୍ଲୀ,: ଗାଡ଼ି ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ଗାଡ଼ି ନିର୍ମାଣ ପାଇଁ ବିଭିନ୍ନ ପ୍ରକାର ଉପକରଣ ଯୋଗାଇ ଦେଉଥିବା କଂପାନିଗୁଡ଼ିକରେ କାମ କରୁଥିବା ୧୦ ଲକ୍ଷ ଲୋକଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ଅଟୋ କମ୍ପୋନେଣ୍ଟ୍‌ ମାନୁଫାକଚର୍ସ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି।



from ବାଣିଜ୍ୟ – Sambad https://ift.tt/2LF7FUy

Post a Comment

0Comments
Post a Comment (0)