ଆଇସିସି ବୈଠକରେ ଯୋ‌ଗ ଦେଇପାରିବେନି ଅମିତାଭ

zisanmohammad
0

ମୁମ୍ବାଇ: ସଂପ୍ରତି ଲଣ୍ଡନ୍‌ରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦର ବୈଠକରେ କୌଣସି ବିସିସିଆଇ ସଦସ୍ୟ ଯୋଗ ଦେଇପାରିବେନି। ଏହି‌ ବୈଠକରେ ଯୋଗଦେବାକୁ ଭାରତ ପକ୍ଷରୁ ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ନାମ ସୁପାରିସ କରାଯାଇଥିଲା। ହେଲେ ତାଙ୍କ ନାମରେ ଥିବା ଏକ ପୁରୁଣା ‌ମାମଲାର ତଦନ୍ତ ଚାଲିଥିବାରୁ ଝାଡ଼ଖଣ୍ଡର ଏକ ଅଦାଲତ ରାଞ୍ଚି ନଛାଡ଼ିବାକୁ ଅମିତାଭଙ୍କୁ ନିର୍ଦେଶ ଦେଇଛନ୍ତି।



from ଖେଳ – Sambad https://ift.tt/2Y3zKuM

Post a Comment

0Comments
Post a Comment (0)