କାରଖାନାରେ କମିଲା ଉତ୍ପାଦନ, ମୁଦ୍ରାସ୍ଫୀତି ବଢ଼ିଲା

zisanmohammad
0

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ଦୋହରା ଝଟ୍‌କା ଲାଗିଛି। କାରଖାନାରେ ଉତ୍ପାଦନ ପରିମାଣ ୨୨ ମାସ ଭିତରେ ସବୁଠୁ ନିମ୍ନ ସ୍ତରକୁ ଖସିଯାଇଛି। ଏଥି ସହିତ ଖୁଚୁରା ମୁଦ୍ରାସ୍ଫୀତି ହାରରେ ମଧ୍ୟ ବୃଦ୍ଧି ହୋଇଛି। ଚଳିତ ବର୍ଷ ଫେବ୍ରୁଆରି ମାସରେ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ହାର ମାତ୍ର ୦.୧% ହୋଇଛି। ବିଗତ ୨୨ ମାସ ଭିତରେ କାରଖାନା ଉତ୍ପାଦନରେ ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିନଥିଲା। ଅନ୍ୟପକ୍ଷରେ, ଖୁଚୁରା ମୁଦ୍ରାସ୍ଫୀତି ହାର ମାର୍ଚ ମାସରେ ୨.୮୬%କୁ ବୃଦ୍ଧି ପାଇଛି। ଗତ ଫେବ୍ରୁଆରି ମାସରେ ଏହି ହାର ୨.୫୭% ଥିଲା।



from ବାଣିଜ୍ୟ – Sambad http://bit.ly/2VIjvyG

Post a Comment

0Comments
Post a Comment (0)