ସଂସଦରେ କାମଚଳା ବଜେଟ୍‌ ଗୃହୀତ

zisanmohammad
0

ନୂଆଦିଲ୍ଲୀ: ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍ ଗୃହୀତ ହୋଇଛି। ଆଜି ରାଜ୍ୟସଭାରେ ଅର୍ଥ ବିଲ୍‌କୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଉପସ୍ଥାପନ କରିଥିଲେ। ବିନା କୌଣସି ଆଲୋଚନାରେ ବିଲ୍ ପାସ୍‌ ହୋଇଥିଲା। ପୂର୍ବରୁ ଲୋକସଭାରେ କାମଚଳା ବଜେଟ୍ ଗୃହୀତ ହୋଇଥିଲା।



from ବାଣିଜ୍ୟ – Sambad http://bit.ly/2toWRyI

Post a Comment

0Comments
Post a Comment (0)