
ମୁମ୍ବାଇ:ସାରେଗାମାପା ହେଉଛି ଏକ ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ସୋ’। ଏହା ଜି ଟିଭିରେ ପ୍ରସାରିତ ହୋଇଥାଏ। ଏହାର ଗ୍ରାଣ୍ଡ୍ ଫିନାଲେ ଗତକାଲି ଆୟୋଜିତ ହୋଇଥିଲା। ଏଥିରେ ଶ୍ରେଷ୍ଠ ଛଅ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଅବଶେଷରେ ଜବଲପୁରର ଇଶିତା ବିଶ୍ୱକର୍ମା ଏଥିରେ ବିଜୟିନୀ ହୋଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କା ଓ ଗୋଟିଏ ହୁଣ୍ଡାଇ କାର୍ ଦିଆଯାଇଛି। ଏହି ଘୋଷଣା ସହିତ ଏହି ସିଜିନର ସମାପ୍ତି ଘଟିଛି।

from ମନୋରଞ୍ଜନ – Sambad http://bit.ly/2SdmEZ0