
ଲକ୍ଷ୍ନୌ : କୁମ୍ଭରେ ଆସନ୍ତା ୨୯ ତାରିଖ ଦିନ ଉତ୍ତରପ୍ରଦେଶ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ମନ୍ତ୍ରୀମାନେ ସଙ୍ଗମରେ ବୁଡ଼ ପକାଇବେ। ପ୍ରୟାଗରାଜରେ ରାଜ୍ୟ ସରକାର କେତେକ ନୂତନ ବିକାଶ ଯୋଜନା ଘୋଷଣା କରିବେ ବୋଲି ଜଣାପଡ଼ିଛି।
from ଦେଶ- ବିଦେଶ – Sambad http://bit.ly/2HBuojm