ଯୁବ ବିଜେଡି ଆଇଟି ଵିଙ୍ଗ ସଂଯୋଜକ ମନୋନୀତ

zisanmohammad
0

ଭୁବନେଶ୍ବର : ବିଜୁ ଯୁବ ଜନତା ଦଳର ଆଇଟି ଵିଙ୍ଗର ରାଜ୍ୟ ସଂଯୋଜକ ଭାବେ ୫ ଜଣଙ୍କୁ ମନୋନୀତ କରାଯାଇଛି । ଦଳର ରାଜ୍ୟ ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଯୁବ ବିଜେଡିର ରାଜ୍ୟ ଆଇଟି ସଂଯୋଜକ ଭାବେ ହରିଶ ଚନ୍ଦ୍ର ଚୌଧୁରୀ, ଯୁବ ବିଜେଡିର ରାଜ୍ୟ ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ସଙ୍କେତ ରାୟ, ଦୁଷ୍ମନ୍ତ ବେହେରା ଓ ଶ୍ରୀଜା ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଛି ବୋଲି ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ପ୍ରେସ୍ ଇସ୍ତାହାର ଜରିଆରେ ଜଣାଇଛନ୍ତି ।



from ରାଜନୀତି – Sambad http://bit.ly/2UoSQpM

Post a Comment

0Comments
Post a Comment (0)