ବିଦେଶ ଛାତ୍ରଙ୍କ ପାଇଁ ଟ୍ରମ୍ପ୍‌ଙ୍କ ଭିସା ନୀତିକୁ ୬୫ ବିଶ୍ବବିଦ୍ୟାଳୟର ବିରୋଧ

zisanmohammad
0

ୱାସିଂଟନ୍‌ : ଆମେରିକାରେ ଅଧ୍ୟୟନରତ ବିଦେଶ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରମ୍ପ୍‌ ଭିସା ନୀତିରେ ପରିବର୍ତ୍ତନ କରିଥିବାରୁ ଏହାକୁ ୬୫ରୁ ଊର୍ଦ୍ଧ୍ବ ଶ୍ରେଷ୍ଠ ଆମେରିକୀୟ ବିଶ୍ବବିଦ୍ୟାଳୟ ବିରୋଧ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ନୂଆ ନିୟମ ଆମେରିକାର ଉଚ୍ଚ ଶିକ୍ଷା ପଦ୍ଧତି ଉପରେ ପ୍ରଭାବ ପକାଇବ। ହାଭାର୍ଡ ଏବଂ ଏମ୍‌ଆଇଟି ସମେତ ୬୫ ରୁ ଊର୍ଦ୍ଧ୍ବ ବଡ଼ ବିଶ୍ବବିଦ୍ୟାଳୟ ଟ୍ରମ୍ପ୍‌ଙ୍କ ପରିବର୍ତ୍ତିତ ଭିସା ନୀତିକୁ କୋର୍ଟରେ ଚାଲେଂଜ କରିଛନ୍ତି।



from ଦେଶ- ବିଦେଶ – Sambad http://bit.ly/2QMhovv

Post a Comment

0Comments
Post a Comment (0)