ସେନା ବଙ୍କର୍‌କୁ ଟାର୍ଗେଟ୍‌ କରୁଛି ପାକିସ୍ତାନ

zisanmohammad
0

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଭାରତୀୟ ସୁରକ୍ଷାବାହିନୀକୁ ଟାର୍ଗେଟ୍‌ କରିବାପାଇଁ ପାକିସ୍ତାନ ଏକ ନୂଆ ରଣନୀତି ଆରମ୍ଭ କରିଛି। ସେନା ବଙ୍କର୍‌କୁ ଟାର୍ଗେଟ୍‌ କରିବାପାଇଁ ପାକିସ୍ତାନ ଜିପିଏସ୍‌ ପରିଚାଳିତ ମୋର୍ଟାର ବ୍ୟବହାର ପାଇଁ ଯୋଜନା ଚଳାଇଛି। କିଛି ନିର୍ଦ୍ଦିଷ୍ଟ ଦେଶ ଗୁଡ଼ିକରେ ଏବେ ଅତ୍ୟାଧୁନିକ ଜିପିଏସ୍‌ ପରିଚାଳିତ ମୋର୍ଟାର ବ୍ୟବହାର ହେଉଥିବାବେଳେ ପାକିସ୍ତାନ ଏବେ ଏହି ମୋର୍ଟାର କିଣିବାପାଇଁ ପ୍ରସ୍ତୁତି ଚଳାଇଛି।



from ଦେଶ- ବିଦେଶ – Sambad http://bit.ly/2Ae3JTM

Post a Comment

0Comments
Post a Comment (0)