
ମୁମ୍ବାଇ: ବଲିଉଡ୍ର ଜଣାଶୁଣା ନାୟିକା ବିଦ୍ୟା ବାଲାନ ଥରେ ସୁଟିଂ ସମୟରେ ଅଣାୟତ୍ତ ହୋଇଥିଲେ ବୋଲ କୁହାଯାଏ। ହଁ , ସେ ବଲିଉଡ ହିରୋ ଜନ ଆବ୍ରାହମ୍ଙ୍କ ସହିତ ଏକ ଅନ୍ତରଙ୍ଗ ଦୃଶ୍ୟରେ ସଟ୍ ଦେବା ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ବୋଲି ଚର୍ଚ୍ଚା ହୁଏ। ଜନଙ୍କ ବିପକ୍ଷରେ ବିଦ୍ୟା ମଲ୍ଟି ଷ୍ଟାରର ଫିଲ୍ମ ‘ସଲାମ୍-ଏ-ଇଶ୍କ’ରେ ନଜର ଆସିଥିଲେ।
କୁହାଯାଏ ଯେ,‘ସଲାମ୍-ଏ-ଇଶ୍କ’ଫିଲ୍ମର ସୁଟିଂ ସମୟରେ ବିଦ୍ୟା ବାଲାନ୍ ଓ ଜନ୍ ଆବ୍ରାହମ୍ଙ୍କର ଏପରି ଅବସ୍ଥା ହୋଇଥିଲା। କୁହାଯାଏ ଯେ ଏହି ଫିଲ୍ମର ସୁଟିଂ ସମୟରେ ଆଫେଆର୍ ଆରମ୍ଭ ହୋଇଥିଲା। ଏହାକୁ ମିନି ଆଫେଆର୍ ବୋଲି ବି ସେତେବେଳେ କୁହାଯାଇଥିଲା।ସେତେବେଳକୁ ଜନ୍ ଆବ୍ରାହମ୍ ଓ ବିପାସା ବସୁଙ୍କ ମଧ୍ୟରେ ପୂର୍ବ ପ୍ରେମସଂପର୍କ ନଥାଏ। ଉଭୟଙ୍କର ବ୍ରେକ୍ ଅପ୍ ହୋଇଥାଏ। ଏଣୁ ସେତେବେଳେ ଜନ୍ ନୂଆ ଗର୍ଲଫ୍ରେଣ୍ଡ ସନ୍ଧାନରେ ଥାଆନ୍ତି।
photo-youtube
ବିଦ୍ୟା ବାଲାନ୍ଙ୍କୁ ସେହି ସ୍ଥାନ ଦେବା ଲାଗି ଚାହୁଁଥିଲେ ଜନ୍ ଆବ୍ରାହମ୍ । କିନ୍ତୁ ବିଦ୍ୟାଙ୍କ ସହ ଜନଙ୍କର ପ୍ରେମସଂପର୍କ ବେଶି ଦିନ ରହି ନଥିଲା।
from ମନୋରଞ୍ଜନ – Sambad https://ift.tt/2vfcZEy