ଅଗ୍ନିଶମର ମକ୍‌ଡି୍ରଲ୍‌

zisanmohammad
0
ଅଗ୍ନିଶମର ମକ୍‌ଡି୍ରଲ୍‌

ଦେବଗଡ଼: ଦେବଗଡ଼ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ୨ ଦିନ ଧରି ବିଭିନ୍ନ ସ୍କୁଲରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନାମୁଣ୍ଡାସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ, ତିଲେଇବଣି ବ୍ଲକ କଂସର ବାଳିକା ହାଇସ୍କୁଲ, ଆଶ୍ରମ ସ୍କୁଲରେ ଉକ୍ତ ମକଡ୍ରିଲ କାର୍ଯ୍ୟକ୍ରମ ହୋଇଥିଲା। ଦେବଗଡ ଅଗ୍ନିଶମ ବିଭାଗର ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର ନିଅାଁ ଲିଭାଇବା, ଏଥିରୁ ନିଜକୁ ସୁରକ୍ଷିତ ରଖିବା ଏବଂ ବିପଦ ସମୟରେ ଅନ୍ୟାନ୍ୟ ଉଦ୍ଧାର କୌଶଳ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶନୀ ଜରିଆରେ ଶିଖାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।



from ଜିଲ୍ଲା – Sambad https://ift.tt/2Mfm0E0

Post a Comment

0Comments
Post a Comment (0)