ବୌଦ୍ଧ ଡାକ୍ତରଖାନାରେ ସଫେଇ କାର୍ଯ୍ୟକ୍ରମ

zisanmohammad
0
ବୌଦ୍ଧ ଡାକ୍ତରଖାନାରେ ସଫେଇ କାର୍ଯ୍ୟକ୍ରମ

ବୌଦ୍ଧ: ବୈାଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସର ମଙ୍ଗଳବାର ଏପିଏଚଏସ ଓ ୟୁଏନ ହେବିଟେଟ ଅନୁଷ୍ଠାନ ପକ୍ଷରୁ ସଫେଇ କରାଯାଇଥିଲା। ଏହି କାଯ୍ୟର୍କ୍ରମରେ ଉପଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାୟକ ମୁଖ୍ୟ ଅତଥି ଓ ଏଡିଏମଓ ଡା. ଗୌର ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏପିଏଚଏସର ସାଧାରଣ ସଂପାଦକ ଉଇଲିୟମ ହେନେକ, ରାଜ୍ୟ ଉପଦେଷ୍ଟା ଅଶୋକ ତପ ଉପସ୍ଥିତ ଥିବା ବେଳେ ଧ୍ରୁବଚରଣ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ରଂଜିତ ଦିଗାଲ, ଜୋସଫ ଦିଗାଲ, ମଳୟ ରଂଜନ ଦୀପ, ଚତୁର୍ଭୁଜ ପ୍ରଧାନ, ଆଦେଶର ଦେହୁରୀ, କରୁଣାକର ପ୍ରଧାନ, ଯଦୁମଣି ମେହେର, ସୁରେଶ ରାଜହଂସ, ଧରଣୀଧର ଲଉରିଆ ପ୍ରମୁଖ ସହଯୋଗ କରିଥିଲେ।



from ଜିଲ୍ଲା – Sambad https://ift.tt/2l85Ct6

Post a Comment

0Comments
Post a Comment (0)