ଭବାନୀପାଟଣା ସହରକୁ ବନ୍ଦୋବସ୍ତ କରିବାକୁ ଦାବି: ସଚେତନ ନାଗରିକ ମଞ୍ଚର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଦ୍ୱିତୀୟ ଦିନରେ

zisanmohammad
0
ଭବାନୀପାଟଣା ସହରକୁ ବନ୍ଦୋବସ୍ତ କରିବାକୁ ଦାବି: ସଚେତନ ନାଗରିକ ମଞ୍ଚର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଦ୍ୱିତୀୟ ଦିନରେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରକୁ ତୁରନ୍ତ ବନ୍ଦୋବସ୍ତ କରିବା ଦାବିରେ ମଙ୍ଗଳବାର କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘେରାଉ ଦ୍ୱିତୀୟ ଦିନରେ ପହଞ୍ଚିଛି। ଗତକାଲି ଆନ୍ଦୋନଳରେ ପଡାର ବସ୍ତି ବାସିନ୍ଦା ସାମିଲ ହୋଇଥିବା ବେଳେ ଆଜି ପୁରୁଣାପଡା ବସ୍ତିବାସିନ୍ଦା ସାମିଲ ହୋଇଥିଲେ।
ଆଜି ଦ୍ୱିତୀୟ ଦିନରେ ସଚେତନ ନାଗରିକ ମଞ୍ଚର ଆବହାକ ସତ୍ୟ ମାହାର, ସତ୍ୟବାଦୀ ନାଏକ, ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ, ସୁରେଶ ସଂଗ୍ରାମ, ଅଗଷ୍ଟ ନାଏକ, ରାଜକିଶୋର ସୁନାନୀ, ବସ୍ତିସ ୁରକ୍ଷା ସମିତିର ନିରୋଜ ରାଉତ, ରଇବାରୀ ଶବର, ସୁମନୀ ଶବର, ଉମାକାନ୍ତ ଶବର, ଖଗେଶ୍ୱର ଶବର, ସଂଯୁକ୍ତା ଶବର, ପ୍ରଫୁଲ୍ଲ ଶବର, ସୁଭଦ୍ରା ଶବର, ରଶ୍ମୀତା ଶବର, ଦୌପତି ଶବର, କବିତା ଶବର, ସୁରେଶ ମାଝୀ, ପୂର୍ଣ୍ଣ ପ୍ରଧାନ, ଗୋଲାପୀ ବାଗ, ମାଳତି ଶବର, ରାଘବ ପ୍ରଧାନ, ଚଞ୍ଚଳା ବଗର୍ତ୍ତି ପ୍ରମୁଖ ସାମିଲ ଥିଲେ।



from ଜିଲ୍ଲା – Sambad https://ift.tt/2l8nzI6

Post a Comment

0Comments
Post a Comment (0)