ବିଶ୍ୱକପ୍‌ ପୂର୍ବରୁ ଭାରତ ଖେଳିବ ୨୬ ଦିନିକିଆ

zisanmohammad
0
ବିଶ୍ୱକପ୍‌ ପୂର୍ବରୁ ଭାରତ ଖେଳିବ ୨୬ ଦିନିକିଆ

ନୂଆଦିଲ୍ଲୀ: ୨୦୧୯ ଆଇସିସି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ମୋଟ ୨୬ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ଏ ପର୍ଯ୍ୟନ୍ତ ନିର୍ଧାରିତ ଥିବା ସୂଚୀରୁ ଏହା ଜଣାପଡ଼ିଛି। ୨୦୧୯ ବିଶ୍ୱକପ୍‌ ମେ’ ୩୦ରୁ ଇଂଲଣ୍ଡ ଓ େଓ୍ଵଲ୍‌ସରେ ଖେଳାଯିବ। ୨ ଥର ବିଜେତା ଭାରତ ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୩, ଏସିଆ କପ୍‌ରେ ୫, େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ୫, ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ୫ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଦଫାରେ ୩ ଓ ୫ (ମୋଟ ୮) ମ୍ୟାଚ୍‌ ଖେଳିବ ବୋଲି ସୂଚନା ମିଳିଛି।



from ଖେଳ – Sambad https://ift.tt/2JGFArw

Post a Comment

0Comments
Post a Comment (0)