ନିରାକାରପୁର: ଟ୍ରେନ୍‌ରୁ ଖସି ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ

zisanmohammad
0
ନିରାକାରପୁର: ଟ୍ରେନ୍‌ରୁ ଖସି ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଲେଓ୍ଵ ଷ୍ଟେସନର ଅପ୍‌ ଲାଇନ୍‌ର ୪୮୧/୪୦ ଖୁଣ୍ଟ ନିକଟରେ ଆଜି ସକାଳୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ଟ୍ରାକ୍‌ ଉପରେ ପଡ଼ିଥିବା ଅବସ୍ଥାରେ ଠାବ କରାଯାଇଛି। ବ୍ୟକ୍ତିଙ୍କ ମୁର୍ହଁ ଛେଚି ହୋଇ ଯାଇଥିବା ବେଳେ ସମ୍ଭବତଃ ସେ କୌଣସି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଅସାବଧାନତାବଶତଃ ଖସି ପଡ଼ିଛନ୍ତି ବୋଳି ଚର୍ଚ୍ଚା ହେଉଛି। ଖୋର୍ଦ୍ଧା ରୋଡ୍‌ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Leading – Sambad https://ift.tt/2skeWNt

Post a Comment

0Comments
Post a Comment (0)