ଏଫ୍ଏମ୍‌ସି କର୍ପୋରେସନ୍‌କୁ କର୍ପୋରେଟ୍ ଲିଡର୍‌ସିପ୍‌ ପୁରସ୍କାର

zisanmohammad
0

ମୁମ୍ବାଇ: ନୂଆଦିଲ୍ଲୀରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃ‌ଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍‌ ‘ଏଫ୍‌ଏମ୍‌ସି କର୍ପୋରେସନ’କୁ କର୍ପୋରେଟ୍‌ ଲିଡରସିପ୍ ପୁରସ୍କାର-୨୦୧୯ ପ୍ରଦାନ କରିଛନ୍ତି। ଏଗ୍ରିକଲ୍‌ଚର୍‌ ଟୁଡେ ଗ୍ରୁପ୍ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ପୁରସ୍କାରକୁ ଏଫ୍ଏମ୍‌ସି ଇଣ୍ଡିଆର ନିର୍ଦେଶକ (ପବ୍ଲିକ୍ ଆଣ୍ଡ୍‌ କର୍ପୋରେଟ୍ ଆଫେୟାର୍ସ) ରାଜୁ କପୁର ଗ୍ରହଣ କରିଛନ୍ତି। ଏହି ସ୍ବୀକୃ୍ତି ପାଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି ଏଫ୍ଏମ୍‌ସି ଇଣ୍ଡିଆର ସଭାପତି ପ୍ରମୋଦ ଥୋଟା କହିଛନ୍ତି।



from ବାଣିଜ୍ୟ – Sambad https://ift.tt/2SzZJVn

Post a Comment

0Comments
Post a Comment (0)