ପାଟକୁରା ନିର୍ବାଚନ ଭୋଟ୍‌ ଗଣତି: ଷଷ୍ଠ ରାଉଣ୍ଡ୍‌ରେ ବିଜେଡି ୩୬୬୧୨ ଭୋଟ୍‌ ଆଗୁଆ

zisanmohammad
0

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନର ଷଷ୍ଠ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ୩୬୬୧୨ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।

ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୩୬୬୧୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ସପକ୍ଷରେ ଯାଇଛି ୨୬୮୦୪୩ ଖଣ୍ଡ ଭୋଟ୍‌।

କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପାଇଛନ୍ତି ମାତ୍ର ୯୮୨ ଖଣ୍ଡ ଭୋଟ୍‌।

କେନ୍ଦ୍ରପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍‌ ଚାଲିଥିବା ଭୋଟ୍‌ ଗଣତିରେ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଭୋଟ୍‌ ଗଣତି ହୋଇଥିଲା।

ତା’ପରେ ଇଭିଏମ୍‌ ସିଲ୍‌ ଖୋଲାଯାଇ ଡେରାବିଶ ବ୍ଲକ୍‌ର ଭୋଟ୍‌ ଗଣତି ହୋଇଥିଲା। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷରେ ବିଜେଡି ପ୍ରାର୍ଥିନୀ ଆଗୁଆ ଥିବାରୁ ଖବର ମିଳିଥିଲା।



from ଜିଲ୍ଲା – Sambad https://ift.tt/2JPumUh

Post a Comment

0Comments
Post a Comment (0)