ପିଠା ପାଇଁ ମାଡ଼ପିଟ, ୨ ଆହତ

zisanmohammad
0

ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ଶାସନ ଦାମୋଦରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପାଠା କାର୍ଯ୍ୟକ୍ରମରେ ମାଡ଼ପିଟ୍‌ ଯୋଗୁ ୨ ଜଣ ଆହତ ହୋଇଛନ୍ତି।

ଅଭିଯୋଗ ଅନୁସାରେ, ଶାସନ ଦାମୋଦରପୁର ପଞ୍ଚାୟତରେ ଆଜି ଥିଲା ପିଠା କାର୍ଯ୍ୟକ୍ରମ। ସେହି ପଞ୍ଚାୟତର ସରପଞ୍ଚ କଂଗ୍ରେସ ସମର୍ଥିତ ହୋଇଥିବାରୁ ତାଙ୍କୁ ଦୂରେଇ ରଖାଯାଇଥିଲା। କାର୍ଯ୍ୟକ୍ରମ ସରିବା ପରେ ହଠାତ୍‌ କିଛି ଯୁବକ ପଞ୍ଚାୟତ ଅଫିସ୍‌ରେ ପହଞ୍ଚି ସରପଞ୍ଚଙ୍କୁ ଖୋଜିଥିଲେ। କାହାକୁ ନପାଇ ପଞ୍ଚାୟତ ଅଫିସ୍‌ର ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଫାଇଲ୍‌ପତ୍ର ଫିଙ୍ଗାଫେପଡା କରିଥିଲେ। ସେଠାରେ କାମ କରୁଥିବା ଦୁଇ ଜଣ ଶ୍ରମିକଙ୍କୁ ବି ନିସ୍ତୁକ ପିଟିଥିଲେ। ସେମାନଙ୍କ ମୁଣ୍ଡ, ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛିା ତେବେ, ଏ ନେଇ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।



from ଅପରାଧ – Sambad https://ift.tt/2It5TFz

Post a Comment

0Comments
Post a Comment (0)