ଇସ୍ତଫା ଦେଲେ ଜେଡିୟୁ ବିଧାୟକ

zisanmohammad
0

ପାଟନା : ବିହାରରେ ଜଣେ ଜେଡିୟୁ ବିଧାୟକ ଶ୍ୟାମ ବାହାଦୁର ସିଂହ ଆଜି ଦଳରୁ ଇସ୍ତଫା ଦେଇ ଦେଇଛନ୍ତି। ବାରହରିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ୟାମ ବାହାଦୁର ଆଜି ଜେଡିୟୁର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। କ୍ଷମତାରେ ଥିବା ଲୋକମାନେ ତାଙ୍କ କଥା ଶୁଣୁନାହାନ୍ତି । ଜିଲ୍ଲା ପ୍ରଶାସନ କି ନୀତୀଶ ସରକାର କେହି ବି ତାଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ବୋଲି ସେ ଅଭି‌ଯୋଗ କରିଛନ୍ତି। ପୁଲିସ ମଧ୍ୟ ଲୋକଙ୍କ କଥା‌କୁ କର୍ଣ୍ଣପ‌ାତ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।



from ରାଜନୀତି – Sambad http://bit.ly/2PYcu9q

Post a Comment

0Comments
Post a Comment (0)