ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ:ଡାକ୍ତରଖାନା ସମ୍ମୁଖରେ ଶବ ରଖି ରାସ୍ତାରୋକ

zisanmohammad
0
ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ:ଡାକ୍ତରଖାନା ସମ୍ମୁଖରେ ଶବ ରଖି ରାସ୍ତାରୋକ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଳା ଥୁଆମୂଳ ରାମପୁର ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଯୋଗୁଁ ଥୁଆମୂଳ ରାମପୁର ଗାଁ ଭାଟିପଡ଼ାର ପରୀକ୍ଷିତ ମାଝୀ (୫୫)ଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। ପରିବାର ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଶବକୁ ରଖି ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ପରେ ଥୁଆମୁଳ ରାମପୁର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିବାର ଲୋକେ ରାସ୍ତାରୋକରୁ ହଟିଥିଲେ।



from ଜିଲ୍ଲା – Sambad https://ift.tt/2OJfEOP

Post a Comment

0Comments
Post a Comment (0)