କଂଗ୍ରେସ ଛାଡ଼ିଲେ ଜୟନାରାୟଣ

zisanmohammad
0
କଂଗ୍ରେସ ଛାଡ଼ିଲେ ଜୟନାରାୟଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସ୍ଥାନୀୟ ଏକ ହୋଟେଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ତାଙ୍କର ଇସ୍ତଫାପତ୍ରକୁ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇଦେବେ ବୋଲି କହିଛନ୍ତି। ବିଜେପିରେ ଯୋଗଦାନ ସମ୍ଭାବନାକୁ ଏଡ଼ାଇ ଦେଇଥିଲେ ମଧ୍ୟ ଖୁବ୍‌ଶୀଘ୍ର ସେ ଏକ ଜାତୀୟ ଦଳରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି।



from ରାଜନୀତି – Sambad https://ift.tt/2JV8Pae

Post a Comment

0Comments
Post a Comment (0)