ଭୁବନେଶ୍ୱର: ସୋ’ରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

zisanmohammad
0
ଭୁବନେଶ୍ୱର: ସୋ’ରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭୁବନେଶ୍ୱର: ଜନପଥସ୍ଥିତ ଏକ ସୋ’ରୁମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ହେବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ମିଳିଥିବା ସୂଚନା ଅନୁସାରେ ବ୍ଲାକ୍‌ବେରୀ ସୋ’ରୁମରେ ଅଚାନକ ନିଅାଁ ଲାଗି ଯାଇଛି। ସୋ’ରୁମର କର୍ମଚାରୀମାନେ କିଛି ଭାବିବା ପୂର୍ବରୁ ନଅାଁ ଚାରିଆଡେ ବ୍ୟାପି ଯାଇଥିଲା। ଦମକଳ ବାହିନୀକୁ ସୂଚନା ପାଇଁ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ, ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି।



from Leading – Sambad https://ift.tt/2s81du7

Post a Comment

0Comments
Post a Comment (0)